Thursday, March 12, 2026
22 C
Odisha

    ଭିଜିଲାନ୍ସ ଜାଲରେ ଫସିଲେ କଟକ ସିଡିଏମଓ ଅଫିସ୍‌ର ବରିଷ୍ଠ ସହାୟକ

    ଆଗକୁ ପଢନ୍ତୁ

    କଟକ   :    ଭିଜିଲାନ୍ସ ଜାଲରେ ଫସିଲେ କଟକ ସିଡିଏମଓ ଅଫିସ୍‌ର ବରିଷ୍ଠ ସହାୟକ । ସିଡିଏମଓ ଅଫିସ୍‌ର ବରିଷ୍ଠ ସହାୟକ କିଶୋର କୁମାର ସାହାଣୀଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ମୋଟ ୫ଟି ସ୍ଥାନରେ ଜାରି ରହିଛି ଚଢାଉ । ତାଙ୍କ ବିରୁଦ୍ଧରେ ୧.୨୪ କୋଟି ଟଙ୍କାରୁ ଅଧିକ ସରକାରୀ ପାଣ୍ଠିର ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ଚଢାଉରେ ୯ ଜଣ ଡିଏସ୍‌ପି, ୧୦ ଜଣ ଇନ୍ସପେକ୍ଟର, ୭ ଜଣ ଏଏସ୍‌ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ରହିଛନ୍ତି ।
    କଟକ ଯୋବ୍ରା ନୂଆସାହିରେ ସ୍ଥିତ ଆବାସିକ ତିନି ମହଲା କୋଠା, ଚୌଦ୍ୱାରର ପଳାସିଆରେ ସ୍ଥିତ ଅନ୍ୟ ଏକ କୋଠା, କୁକୁଡା ଫାର୍ମ, କଟକରେ ଥିବା କାର୍ଯ୍ୟାଳୟ, ତୁଳସୀପୁରର ଦେଉଳା ସାହିରେ ସ୍ଥିତ ଶ୍ୱଶୁର ଘର, ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    22 %
    2.2kmh
    0 %
    Thu
    37 °
    Fri
    38 °
    Sat
    39 °
    Sun
    38 °
    Mon
    37 °

    ସମ୍ବନ୍ଧିତ