Friday, June 20, 2025
26 C
Odisha

    ଭିଟାମିନ ବି 12 ଶରୀରର କେଉଁ ଆବଶ୍ୟକତା ପୂରଣ କରେ ଓ ଏହା ରହିଛି କେଉଁ ଖାଦ୍ୟରେ

    ଆଗକୁ ପଢନ୍ତୁ

    ଭିଟାମିନ ବି ୧୨ କୁ ଦୂର କରିବା ଜରୁରୀ ଅଟେ , ସେଥିପାଇଁ ନିଜ ଖାଦ୍ୟରେ ପୋଷାକ ଯୁକ୍ତ ଖାଦ୍ୟ ସାମିଲ କରିବା ନିହାତି ଆବଶ୍ୟକ। ତେଣୁ ଆମକୁ ନିୟମିତ ଭାବେ କିଛିଟା ଖାଦ୍ୟ ଖାଇବା ଜରୁରୀ। ତାହେଲେ ଆସନ୍ତୁ ଜାଣିବା :-

    ଦୁଗ୍ଜ , ଦହି , ପନିର ଭିଟାମିନ ବି ୧୨ ରେ ଭରପୁର , ନିୟମିତ ସେବନ ଦ୍ୱାରା ଶରୀରକୁ ଭିଟାମିନ ବି ୧୨ ମିଳିଥାଏ ଓ ଭିଟାମିନ ବି ୧୨ ର କମି ଦୂର ହୋଇଥାଏ।

    ଅଣ୍ଡାରେ ଥିବା କେଶର ଭିଟାମିନ ବି ୧୨ ର ଗୋଟିଏ ଭଲ ସ୍ରୋତ , ତେଣୁ ନିୟମିତ ନିଜ ଖାଦ୍ୟ ରେ ସକାଳ ଭୋଜନ ରେ ସିଝା ଅଣ୍ଡା କିମ୍ବା ଓମଲେଟ ଖାଆନ୍ତୁ।

    ଯେଉଁ ଲୋକମାନେ ଆମିଷ ଭୋଜନ କରୁଛନ୍ତି ସେମାନଙ୍କ ପାଇଁ ଚିକେନ ଓ ମାଛ ଭିଟାମିନ ବି ୧୨ ର ଗୋଟିଏ ଭଲ ସ୍ରୋତ। ସପ୍ତାହ କୁ ୨-୩ ଥର ଖାଇବା ଦ୍ୱାରା ଭିଟାମିନ ବି ୧୨ ଶରୀରକୁ ମିଳିଥାଏ।

    ଯେଉଁ ଲୋକମାନେ ନିରାମିଷାଶୀ ସେମାନଙ୍କ ପାଇଁ ସୋୟାବିନ ଗୋଟିଏ ଭଲ ବିକଳ୍ପ।

    ଓଟ୍ସ , କର୍ଣ୍ଣଫ୍ଲେକ୍ସ୍ , ଶାଗୁ ଦାନା ଭିଟାମିନ ବି ୧୨ ର ଭଲ ସ୍ରୋତ ଅଟେ , ଏହାକୁ ମଧ୍ୟ ନିୟମିତ ନିଜ ଖାଦ୍ୟରେ ସାମିଲ କରି ପାରିବେ।

    ଯଦି ଶରୀରରେ ଭିଟାମିନ ବି ୧୨ ବାଡ଼ୁନାହିଁ ତେବେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ଏବଂ ଔଷଧ ଭିଟାମିନ ବି ୧୨ ର ସେବନ କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26 ° C
    26 °
    26 °
    83 %
    2.5kmh
    100 %
    Fri
    30 °
    Sat
    33 °
    Sun
    35 °
    Mon
    33 °
    Tue
    32 °

    ସମ୍ବନ୍ଧିତ