Saturday, April 4, 2026
28.2 C
Odisha

    ଭୁବନେଶ୍ୱର ରେଳ ଷ୍ଟେସନରେ ଦୁର୍ଘଟଣା: ଟ୍ରାକରେ ରହିଗଲା ଗୋଡ଼, ଚଢ଼ିଗଲା ଟ୍ରେନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଟ୍ରାକରେ ରହିଗଲା ଗୋଡ଼, ଚଢ଼ିଗଲା ଟ୍ରେନ। ଭୁବନେଶ୍ୱର ରେଳ ଷ୍ଟେସନରେ ଦୁର୍ଘଟଣା ଘଟିଛି । ଜଣେ ଯାତ୍ରୀଙ୍କର ଗୋଡ କଟିଯାଇଛି । ଆଜି ସକାଳ ୬ଟା ୩୦ ସମୟରେ ପ୍ଲାଟଫର୍ମ-୨ରେ ଅଘଟଣ ଘଟିଛି । ଗୁରୁତର ଯାତ୍ରୀ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଅଞ୍ଚଳର ସନ୍ତୋଷ ପ୍ରଧାନ । ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାରେ ଭର୍ତ୍ତି କରାଯାଇଥିଲା । ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.2 ° C
    28.2 °
    28.2 °
    36 %
    1.9kmh
    93 %
    Fri
    29 °
    Sat
    38 °
    Sun
    37 °
    Mon
    38 °
    Tue
    38 °

    ସମ୍ବନ୍ଧିତ