Wednesday, March 25, 2026
37 C
Odisha

    ମଝି ଚିଲିକାରେ ଫସିଲା ଭସାପୋଲ, ଫସି ରହିଛନ୍ତି ୫୦ ଯାତ୍ରୀ

    ଆଗକୁ ପଢନ୍ତୁ

    ବ୍ରହ୍ମଗିରି : ମଝି ଚିଲିକାରେ ଫସିଲା ବୋଟ। ଚିଲିକା ସାତପଡ଼ା ମଝିରେ ଫସିଲା ଭସାପୋଲ । ମହିଂସା ନିକଟରେ ଗୋଟିଏ ବସ,୪ଟି କାର ଓ ୩୦ଟି ବାଇକ ସହ ୫୦ ଜଣ ଲୋକଙ୍କୁ ନେଇ ଯାଉଥିଲା ଭସାପୋଲ । ଘନକୁହୁଡ଼ି ଯୋଗୁଁ ରାସ୍ତା ନପାଇ କୁଦାରେ ଲାଗିଗଲା ଭେଶାଲ । ଜଣେ ନିଖୋଜ ଥିବା ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    37 ° C
    37 °
    37 °
    17 %
    4.9kmh
    23 %
    Wed
    36 °
    Thu
    38 °
    Fri
    40 °
    Sat
    39 °
    Sun
    41 °

    ସମ୍ବନ୍ଧିତ