Thursday, March 19, 2026
20.8 C
Odisha

    ମଞ୍ଚ ଉପରେ ଟଳିପଡ଼ିଲେ ଅଭିନେତା ଦେବକାନ୍ତ ମିଶ୍ର

    ଆଗକୁ ପଢନ୍ତୁ

    ଜଗତସିଂହପୁର : ଏମିତି ବି ଆସେ ମୃତ୍ୟୁ । କିଏ ଜାଣିଥିଲା ଅଭିନୟ କରୁ କରୁ ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଯିବେ । ମଞ୍ଚରେ ଅଭିନୟ କରୁ ଥିବା ବେଳେ ଟଳିପଡ଼ିଲେ ଅଭିନେତା । ‘ଆଖି ଅବୁଝାକୁ ଲୁହ ଅବୁଝା’ ନାଟକରେ ମଞ୍ଚରେ ଅଭିନୟ ବେଳେ ଲୁହରେ ଭସାଇ ଆରପାରିକୁ ଚାଲିଗଲେ ଅଭିନେତା ଦେବକାନ୍ତ ମିଶ୍ର । ଜଗତସିଂହପୁର ସଦର ବ୍ଲକ ଦାସକୁଦରେ ଏହି ଦୁଃଖଦ ଘଟଣା ଘଟିଛି ।

    ବୃତ୍ତିରେ ଆଇନଜୀବୀ ଦେବକାନ୍ତ ମିଶ୍ର ‘ଆଖି ଅବୁଝାକୁ ଲୁହ ଅବୁଝା’ ନାଟକରେ ମାନଗୋବିନ୍ଦ ଚରିତ୍ରରେ ନିଖୁଣ ଅଭିନୟ କରୁଥିଲେ । ଦର୍ଶକମାନେ ନାଟକ ଭିତରେ ମଜି ଯାଇଥିଲେ । ହଠାତ୍ ମଞ୍ଚ ଉପରେ ଟଳିପଡ଼ିଥିଲେ ଅଭିନେତା ଦେବକାନ୍ତ ମିଶ୍ର । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    20.8 ° C
    20.8 °
    20.8 °
    69 %
    1.5kmh
    100 %
    Thu
    32 °
    Fri
    34 °
    Sat
    34 °
    Sun
    35 °
    Mon
    36 °

    ସମ୍ବନ୍ଧିତ