Monday, June 2, 2025
38.2 C
Odisha

    ମଧ୍ୟପ୍ରଦେଶର ଏକ ଚଳନ୍ତା ଟ୍ରେନରେ ଲାଗିଲା ନିଆଁ

    ଆଗକୁ ପଢନ୍ତୁ

    ମଧ୍ୟପ୍ରଦେଶରେ ରବିବାର ଏକ ଚଳନ୍ତା ଟ୍ରେନରେ ନିଆଁ ଲାଗିଯାଇଥିଲା । ଏହି କାରଣରୁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଏବଂ ଅନେକ ଯାତ୍ରୀ ଟ୍ରେନରୁ ଡେଇଁ ଜୀବନ ରକ୍ଷା କରିଥିଲେ । ଏହି ଟ୍ରେନ୍ ଇନ୍ଦୋରରୁ ରତଲାମ ଯାଉଥିଲା । ପଶ୍ଚିମ ରେଳବାଇର ରତଲାମ ଡିଭିଜନ ଏକ ବିବୃତ୍ତିରେ କହିଛି ଯେ, ଦୁର୍ଘଟଣାରେ କୌଣସି ପ୍ରାଣହାନି ଘଟି ନାହିଁ ଏବଂ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି । ପଶ୍ଚିମ ରେଳବାଇର ରତଲାମ ଡିଭିଜନର ସି.ଆର.ପି.ଓ ବିବୃତ୍ତିରେ କହିଛନ୍ତି, “ରବିବାର ଅପରାହ୍ନ ୫ ଟା ସମୟରେ ଟ୍ରେନ୍ ନମ୍ବର ୦୯୩୪୭ ଡକ୍ଟର ଆମ୍ବେଦକର ନଗର-ରତଲାମ ଡିଏମୟୁ ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିଲା । ରନିଜା ଏବଂ ନାଉଗାଓଁ ମଧ୍ୟରେ ନିଆଁ ଲାଗିଯାଇଥିଲା । ଘଟଣା ପରେ ତୁରନ୍ତ ବ୍ରିଗେଡକୁ ସୂଚନା ଦିଆଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    38.2 ° C
    38.2 °
    38.2 °
    25 %
    3.8kmh
    100 %
    Mon
    38 °
    Tue
    35 °
    Wed
    39 °
    Thu
    40 °
    Fri
    40 °

    ସମ୍ବନ୍ଧିତ