Friday, April 3, 2026
39.1 C
Odisha

    ମା’ ତାରିଣୀଙ୍କ ଦର୍ଶନ ହେଲା ଶେଷ ଦର୍ଶନ: ଫେରିବା ବେଳେ ଓଲଟିପଡ଼ିଲା କାର୍‌, ୧ ମୃତ, ୮ ଗୁରୁତର

    ଆଗକୁ ପଢନ୍ତୁ

    ବ୍ରହ୍ମପୁର : ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଏନଏଚ ୧୬ ନାରାୟଣୀ ଛକରେ ଓଲଟିପଡ଼ିଲା କାର୍‌। ସୂଚନାନୁଯାୟୀ, ମା’ ତାରିଣୀଙ୍କ ଦର୍ଶନ ସାରି ଫେରିବା ବେଳେ ଏହି କାର ଦୁର୍ଘଟଣା ଘଟିଛି। ସମସ୍ତେ ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳର ବୋଲି ଜଣାପଡ଼ିଛି। ସମସ୍ତେ ବୁଲିବାକୁ ଯାଇଥିଲେ। ଏହି କାର ଗାଡ଼ିରେ ୫ ନାବାଳିକା ସହ ୧୨ ଜଣ ଥିଲେ। ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । କାର୍ ଓଲଟି ପଡ଼ିବା ପରେ ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏହି ଦୁର୍ଘଟଣା ପରେ ସମସ୍ତେ ଭୟଭୀତ ହୋଇଯାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ