Tuesday, April 7, 2026
24.4 C
Odisha

    ମିଆଁମାରରେ ଭୂକମ୍ପ, ତୀବ୍ରତା ୪.୪

    ଆଗକୁ ପଢନ୍ତୁ

    ମିଆଁମାର : ମିଆଁମାରରେ ଭୂକମ୍ପ ଝଟକା । ଭୂକମ୍ପର ତୀବ୍ରତା ୪.୪ ରହିଛି । ଭୂକମ୍ପର କେନ୍ଦ୍ରସ୍ଥଳ ୧୦୦ କିଲୋମିଟର ଗଭୀରତାରେ ଥିବା ଜଣାପଡିଛି । ଏହା ପୂର୍ବରୁ ୧୩ ଡିସେମ୍ବରରେ ୩.୯ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ୧୧୫ କିଲୋମିଟର ଗଭୀରତାରେ ଥିଲା । NCS ସୂଚନାନୁସାରେ ମିଆଁମାରରେ ୩.୮ ତୀବ୍ରତାର ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହା ୧୧ ଡିସେମ୍ବରର ହୋଇଥିଲା ବୋଲି  ଜଣାପଡିଛି । ମିଆଁମାର ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ଥିବାରୁ ସୁନାମୀ ହେବାର ସମ୍ଭାବନା ରହିଛି । କିନ୍ତୁ ଏଥର ହୋଇଥିବା ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.4 ° C
    24.4 °
    24.4 °
    67 %
    0.7kmh
    25 %
    Tue
    36 °
    Wed
    38 °
    Thu
    38 °
    Fri
    38 °
    Sat
    37 °

    ସମ୍ବନ୍ଧିତ