Wednesday, October 7, 2026
22.5 C
Odisha

    ଯଦି ଆପଣ ପାଚିଲା କଦଳୀ ଖାଇବାକୁ ଭଲ ପାଉଛନ୍ତି ତେବେ ଏହି ୧୦ଟି କଥା ନିହାତି ଜାଣନ୍ତୁ

    ଆଗକୁ ପଢନ୍ତୁ

    ଯେଉଁମାନେ ପାଚିଲା କଦଳୀ ନିୟମିତ ଖାଇଥାଆନ୍ତି ସେମାନଙ୍କ ଡାଇଜେସନ ସିଷ୍ଟମ ଠିକ ଭାବରେ କାର୍ଯ୍ୟ କରିଥାଏ, ଏବଂ ଶରୀରକୁ ଡାଇଟାରି ଫାଇବର ଉଚିତ ମାତ୍ରାର ମିଳିଥାଏ, ଗ୍ୟାସ ଓ ଏସିଡ଼ିଟି ସମସ୍ୟା ମଧ୍ୟ ଦୂର ହୋଇଥାଏ l ଖାଦ୍ୟ ଠିକ ଭାବରେ ହଜମ ହୁଏ।

    ଯେଉଁମାନେ ଡିପ୍ରେସନରେ ପୀଡିତ ରହିଛନ୍ତି ନିୟମିତ ଭାବରେ ପାଚିଲା କଦଳୀ ଖାଇବା ଜରୁରୀ ଅଟେ, ଏହା ହାପି ହର୍ମୋନ କ୍ରିଏଟ କରି ମନକୁ ଖୁସି ରଖିବାରେ ସାହାଯ୍ୟ କରିଥାଏ l

    ପାଚିଲା କଦଳୀ ଏନର୍ଜି ବୁଷ୍ଟ କରିବାର ଗୋଟିଏ ଭଲ ମାଧ୍ୟମ ଅଟେ, ଯଦି ଆପଣ ନିୟମିତ ଭାବରେ ବ୍ୟାୟାମ କରିବା ପୂର୍ବରୁ  ପାଚଲା କଦଳୀ ଗୋଟିଏ ଖାଇବେ ତେବେ ବ୍ୟାୟାମ ସମୟ ରେ ଥକା ଲାଗିବ ନାହିଁ l

    ନିୟମିତ ପାଚିଲା କଦଳୀ ଖାଉଥିବା ଲୋକ କୌଣସି ପ୍ରକାର ଷ୍ଟ୍ରୋକର ସମୁଖୀନ ହୁଏନାହିଁ l କାହିଁକିନା କଦଳୀରେ ଖୁବ କମ ମାତ୍ରାର ସୋଡିୟମ ରହିଥାଏ ଏବଂ ପୋଟାସିୟମ ଆଧିକ ରହିଥାଏ l

    ପାଚିଲା କଦଳୀରେ ଥିବା ଭୀତମୀନସ ଓ ମିନେରାଲସ ଜଏଣ୍ଟ ପେନ  ଠାରୁ ନିବୃତ ରଖିଥାଏ, ଏବଂ ଶରୀରର ଇନ୍ଫ୍ଲମେସନକୁ ମଧ୍ୟ ଦୂର କରିଥାଏ l ଏବଂ ନର୍ଭସକୁ ଶକ୍ତି ଯୋଗାଇଥାଏ l

    କଦଳୀରେ ପ୍ରଚୁର ପରିମାଣର ଆଇରନ ଥାଏ, ଯାହାକି ଆମକୁ ରକ୍ତ ହୀନତା ନିକଟରୁ ଦୁରେଇ ରଖିଥାଏ l  ଗର୍ଭାବସ୍ଥାରେ ନିୟମିତ ପାଚିଲା କଦଳୀ ଗୋଟିଏ ଲେଖାଏଁ ଖାଆନ୍ତୁ l

    ମଧୁମେହ ରୋଗୀ ମଧ୍ୟ ନିୟମିତ ଭାବରେ ଗୋଟିଏ ଲେଖାଏଁ ପାଚିଲା କଦଳୀ ଖାଇ ପାରିବେ, ଯାହାକି ବ୍ଲଡ଼ ସୁଗାର ସ୍ତରକୁ ରେଗୁଲାରଇସ କରିବ, ଏବଂ ମଧୁମେହ ରୋଗୀଙ୍କୁ ସୁସ୍ଥ ରଖିବ l

    ପାଚିଲା କଦଳୀ କ୍ୟାଲସିୟମ ଦେଫାଇସିଏନସିକୁ ଦୂର କରିଥାଏ, ହାଡ଼କୁ ହେଲଦି ଓ ଷ୍ଟ୍ରଙ୍ଗ କରିବାରେ ସାହାଯ୍ୟ କରିଥାଏ l

    କଦଳୀ କିଡ୍ନୀ କ୍ୟାନ୍ସର ପାଇଁ ଖୁବ ଉପକାରୀ, କିଡ୍ନୀକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ କଦଳୀ ସାହାଯ୍ୟ କରିଥାଏ l

    ଯଦି ଆପଣ ନିୟମିତ ପାଚିଲା କଦଳୀ ଖାଉଛନ୍ତି ତେବେ ଆପଣଙ୍କ ବ୍ରେନ ପାୱାର ବୁଷ୍ଟ ହେବ ଏବଂ ଜୀବନରେ ସକାରାତ୍ମକ ଉର୍ଜା ପ୍ରଭାବିତ କରିବ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ