Saturday, April 4, 2026
29 C
Odisha

    ଯାଜପୁର ଗଣ୍ଡଗୋଳ ପ୍ରସଙ୍ଗ, ଡିଜିପିଙ୍କୁ ଭେଟିଲା ବିଜେଡି ଟିମ୍

    ଆଗକୁ ପଢନ୍ତୁ

    ଯାଜପୁର ଗଣ୍ଡଗୋଳ ପ୍ରସଙ୍ଗରେ ଡିଜିପିଙ୍କୁ ଭେଟିଲା ବିଜେଡି ଟିମ୍। ଯାଜପୁରରେ ବେଆଇନ ଗିରଫଦାରୀକୁ ନିନ୍ଦା କରିଛି ବିଜେଡି ପ୍ରତିନିଧି ଦଳ। ପୁଲିସ ଶାସକ ଦଳର ହାତବାରିସି ସାଜିଥିବା ଅଭିଯୋଗ କରିଛି ବିଜେଡି। ଜାଣିଶୁଣି ବିଜେଡି କର୍ମୀଙ୍କୁ ଗିରଫ କରାଯାଉଥିବା ଅଭିଯୋଗ କରିଛି ଦଳ। ଅନ୍ୟପଟେ ବିଜେଡି ଅଭିଯୋଗ କରିଥିଲେ ବି ହେଉନି କାର୍ଯ୍ୟାନୁଷ୍ଠାନ। ଏହାସହ ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଦଳ ଅଭିଯୋଗ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    47 %
    1.6kmh
    100 %
    Sat
    29 °
    Sun
    36 °
    Mon
    36 °
    Tue
    39 °
    Wed
    39 °

    ସମ୍ବନ୍ଧିତ