Friday, June 12, 2026
27.8 C
Odisha

    ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗ, ଯୁବ ନେତା ଗିରଫ

    ଆଗକୁ ପଢନ୍ତୁ

    ଅନୁଗୁଳ : ଦିନକୁ ଦିନ ଯୁବତୀମାନଙ୍କୁ ଅସଦାଚରଣ ବ୍ୟବହାର ଓ ହତ୍ୟା ଧମକ ଦିଆଯାଉଛି। କେଉଁଠି ଗାଁ, ସହର, ସ୍କୁଲ, କଲେଜ ତ ଅନ୍ୟ ଜାଗାରେ। ସେହିପରି ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ । ଅନୁଗୁଳର ପୂର୍ବତନ ଜିଲ୍ଲା ଯୁବ ବିଜେପି ସଭାପତି ସୁଦୀପ୍ତ ସ୍ୱାଇଁଙ୍କୁ ଗିରଫ କଲା ବନ୍ତଳା ପୋଲିସ । ଯୁବନେତା ସୁଦୀପ୍ତ ବହୁ ଦିନ ଧରି ଯୁବତୀଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଥିଲେ ଯୁବତୀ । ଥାନାରେ ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ସୁଦୀପ୍ତଙ୍କୁ ଗିରଫ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.8 ° C
    27.8 °
    27.8 °
    66 %
    4.1kmh
    87 %
    Fri
    30 °
    Sat
    38 °
    Sun
    41 °
    Mon
    41 °
    Tue
    43 °

    ସମ୍ବନ୍ଧିତ