Saturday, December 20, 2025
18.6 C
Odisha

    ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ, ସବୁ ଜଳିପୋଡି଼ ଛାରଖାର୍, ଜଣେ ମୃତ

    ଆଗକୁ ପଢନ୍ତୁ

    ଡିଏଫଏସର କହିବା ଅନୁସାରେ, ଗତକାଲି ରାତି ପ୍ରାୟ ୧୦.୫୬ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ୧୫ଟି ଦମକଳ ଗାଡି଼ ଘଟଣାସ୍ଥଳରେ ନିୟୋଜିତ ଥିଲା । ପ୍ରାଥମିକ ସୂଚନା ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟିଥିବା ନେଇ ଜଣାପଡି଼ଛି । ଜଣେ DFS ଅଧିକାରୀଙ୍କ କହିବା ଅନୁସାରେ, ଘଟଣାରେ ପ୍ରାୟ ୪୦୦ ରୁ ୫୦୦ ଘର ଜଳିପୋଡି ନଷ୍ଟ ହୋଇଯାଇଛି । ନିଆଁକୁ ନିୟନ୍ତ୍ରଣ କରିବାକୁ ଅନେକ ସମୟ ଲାଗିଥିଲା । ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ସମସ୍ତଙ୍କୁ ନିକଟସ୍ଥ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.6 ° C
    18.6 °
    18.6 °
    43 %
    0.8kmh
    0 %
    Sat
    26 °
    Sun
    27 °
    Mon
    27 °
    Tue
    28 °
    Wed
    28 °

    ସମ୍ବନ୍ଧିତ