Tuesday, September 29, 2026
23.6 C
Odisha

    ରାଜଧାନୀ ଦିଲ୍ଲୀରେ ଆତଙ୍କ, ପୁଣି ମିଳିଲା ବୋମା ଧମକ

    ଆଗକୁ ପଢନ୍ତୁ

    ସ୍କୁଲକୁ ବୋମାରେ ଉଡାଇଦେବାକୁ ଧମକ । ନୂଆଦିଲ୍ଲୀର ଦୁଇଟି ଘରୋଇ ସ୍କୁଲ ଡିପିଏସ୍ ଆରକେ ପୁରମ୍ ଏବଂ ପଶ୍ଚିମ ବିହାର ଜିଡି ଗୋଏଙ୍କା ସ୍କୁଲକୁ ଇମେଲ୍ ଯୋଗେ ଧମକ ଆସିଛି। ଆଜି ସକାଳେ ମେଲ ଯୋଗେ କେହି ସ୍କୁଲରେ ବିସ୍ଫୋରଣ କରିବା ନେଇ ଧମକ ଦେବା ପରେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିଛି। ଘଟଣା ପରେ ତୁରନ୍ତ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲରୁ ଘରକୁ ଫେରାଇ ଦିଆଯାଇଛି। ଗତ ଅକ୍ଟୋବର ମାସରେ ରୋହିଣୀ ଅଞ୍ଚଳରେ ଏକ ସ୍କୁଲରେ ବିସ୍ଫୋରଣ ଘଟିଥିଲା। ଏବେ ପୁଣିଥରେ ସ୍କୁଲକୁ ବୋମା ଧମକ ଆସିବା ପରେ ଦିଲ୍ଲୀର ସମସ୍ତ ସ୍କୁଲରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ