Friday, October 2, 2026
22.9 C
Odisha

    ରାତିରେ ଦହି ସହ ଖାଆନ୍ତୁ ଏହି ଜିନିଷ , ଶୀଘ୍ର ହୋଇଯିବ ପେଟ ସଫା

    ଆଗକୁ ପଢନ୍ତୁ

    ଆଜିକାଲିର ବ୍ୟସ୍ତବହୁଳ ଜୀବନ ଶୈଳୀରେ ପେଟର ସମସ୍ୟା ଅଧିକ ଦେଖିବାକୁ ମିଳୁଛି। ହେଲେ ଆପଣ ଜାଣିଛନ୍ତି କି, ଏହି ସମସ୍ୟାକୁ ଏକ ଘରୋଇ ଉପାୟରେ ସଫା କରିପାରିବେ। ରାତିରେ ଦହିରେ ଏକ ଖାସ ଜିନିଷ ମିଶାଇ ଖାଇଲେ, ଏହା ଆପଣଙ୍କର ପାଚନ ପ୍ରକ୍ରିୟାକୁ ମଜବୁତ କରେ। ଆସନ୍ତୁ ଜାଣିବା ଏହି ବିଷୟରେ..

    ଦହିରେ ଥିବା ପ୍ରୋବାୟୋଟିକ୍ସ ଭଲ ବ୍ୟାକ୍ଟେରିଆକୁ ବୃଦ୍ଧି କରିଥାଏ, ଯାହା ପେଟ ସ୍ୱାସ୍ଥ୍ୟ ପାଇଁ ଉତ୍ତମ। ହେଲେ ଯେତେବେଳେ ଦହିରେ ଚିଆସିଡ୍ସ ଏବଂ ଫ୍ଲାକ୍ସସିଡରେ ମିଶାଯାଏ, ଏହା ଦ୍ୱିଗୁଣିତ ଭାବେ କାମ ଦେଇଥାଏ। ଏଥିରେ ଫାଇବରର ମାତ୍ରା ଉଚ୍ଚ ରହିଥାଏ, ଯାହା ମଳକୁ ନରମ ଏବଂ ଅନ୍ତର ସଫାରେ ସାହାଯ୍ୟ କରିଥାଏ। ଏହି ମିଶ୍ରଣ କୋଷ୍ଠକାଠିନ୍ୟକୁ ଦୂର କରିଥାଏ।

    ପେଟରେ ଗ୍ୟାସକୁ କମ କରେ ଏବଂ ପାଚନକୁ ସୂଚାରୁ ଭାବେ ପରିଚାଳନା କରିଥାଏ। ରାତିରେ ଶୋଇବା ପୂର୍ବରୁ ଏହି ଖାଇବା ଦ୍ୱାରା ସକାଳୁ ଆପଣଙ୍କ ପେଟ ହାଲୁକା ଏବଂ ସଫା ଅନୁଭବ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ