Saturday, March 28, 2026
27.6 C
Odisha

    ରାତି ସାଢ଼େ ୮ଟା ପରେ ଗଞ୍ଜାମରେ ଦୋକାନ ବଜାର ବନ୍ଦ

    ଆଗକୁ ପଢନ୍ତୁ

    ନିର୍ବାଚନ ସରିଲା କିନ୍ତୁ ଥମୁନି ହିଂସା। ଗଞ୍ଜାମ ଜିଲ୍ଲାରେ ରାଜନୈତିକ ହିଂସା ରୋକିବାକୁ ପଦକ୍ଷେପ । ଜୁନ୍ ୪ ଯାଏଁ ରାତି ସାଢ଼େ ୮ଟା ପରେ ଖୋଲିବନି ଦୋକାନ, ବଜାର । ରାତି ସାଢ଼େ ୮ ପରେ ହୋଟେଲ୍, ଢାବା ଓ ଚା’ ଦୋକାନ ମଧ୍ୟ ବନ୍ଦ ରହିବ । ଏ ନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.6 ° C
    27.6 °
    27.6 °
    39 %
    2.3kmh
    100 %
    Fri
    27 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ