ଖବରରାଜ୍ୟ ରାତି ସାଢ଼େ ୮ଟା ପରେ ଗଞ୍ଜାମରେ ଦୋକାନ ବଜାର ବନ୍ଦ By Hemant May 28, 2024 14 0 ଆଗକୁ ପଢନ୍ତୁ ପୁଣି ଭୀଷଣ ବାତ୍ୟା: ୩ ତାରିଖ ସକାଳେ ଆନ୍ଧ୍ର ଉପକୂଳରେ ମାଡ଼ ଗୁପଚୁପ୍ ଖାଇବାର ରହିଛି ଲୁକ୍କାୟିତ ଫାଇଦା, ଓଜନ କମ୍ କରିବାରେ କରିଥାଏ ସାହାଯ୍ୟ ଦିଲ୍ଲୀରେ ଶୀତକାଳୀନ ପ୍ରଦୂଷଣ ମୁକାବିଲା ପାଇଁ କଡ଼ା କଟକଣା ଫୁଲକୋବି ଭିତରେ ଲୁଚିଛନ୍ତି ପୋକ! ସଫା କରିବେ କେମିତି? Hemant ନିର୍ବାଚନ ସରିଲା କିନ୍ତୁ ଥମୁନି ହିଂସା। ଗଞ୍ଜାମ ଜିଲ୍ଲାରେ ରାଜନୈତିକ ହିଂସା ରୋକିବାକୁ ପଦକ୍ଷେପ । ଜୁନ୍ ୪ ଯାଏଁ ରାତି ସାଢ଼େ ୮ଟା ପରେ ଖୋଲିବନି ଦୋକାନ, ବଜାର । ରାତି ସାଢ଼େ ୮ ପରେ ହୋଟେଲ୍, ଢାବା ଓ ଚା’ ଦୋକାନ ମଧ୍ୟ ବନ୍ଦ ରହିବ । ଏ ନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଏସ୍ପି ଜଗମୋହନ ମୀନା । Continue Reading ଖବରରାଜ୍ୟ Tagsstate Share FacebookTwitterPinterestWhatsApp Previous articleଜୁନ ୧ରେ ହେବାକୁ ଥିବା ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗ ଦେବେନି ମମତାNext articleପୁଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୯ ମହିଳା ପୁଲିସ କର୍ମଚାରୀ ଆହତ ଅନ୍ୟାନ୍ୟ ଖବର ଆଜିଠାରୁ ଆରମ୍ଭ ହେଉଛି କଇଁଛ ଋତୁ, ଗହୀରମାଥାରେ ଅଲିଭି ରିଡେଲଙ୍କ ମେଳି ଦିଲ୍ଲୀରେ ଶୀତକାଳୀନ ପ୍ରଦୂଷଣ ମୁକାବିଲା ପାଇଁ କଡ଼ା କଟକଣା ଜାପାନରେ ଭୂକମ୍ପ ଝଟକା, ତୀବ୍ରତା ୬.୦ ପୁଣି ଭୀଷଣ ବାତ୍ୟା: ୩ ତାରିଖ ସକାଳେ ଆନ୍ଧ୍ର ଉପକୂଳରେ ମାଡ଼ ଗୁପଚୁପ୍ ଖାଇବାର ରହିଛି ଲୁକ୍କାୟିତ ଫାଇଦା, ଓଜନ କମ୍ କରିବାରେ କରିଥାଏ ସାହାଯ୍ୟ ପାଣିପାଗ Odisha scattered clouds enter location 22.4 ° C 22.4 ° 22.4 ° 96 % 1.4kmh 31 % Sun 22 ° Mon 24 ° Tue 29 ° Wed 26 ° Thu 25 ° ସମ୍ବନ୍ଧିତ ଆଜିଠାରୁ ଆରମ୍ଭ ହେଉଛି କଇଁଛ ଋତୁ, ଗହୀରମାଥାରେ ଅଲିଭି ରିଡେଲଙ୍କ ମେଳି ପୁଣି ଭୀଷଣ ବାତ୍ୟା: ୩ ତାରିଖ ସକାଳେ ଆନ୍ଧ୍ର ଉପକୂଳରେ ମାଡ଼ ବଜାରରୁ ଆଉ କିଣିବେନି ସିନ୍ଦୂର! ଘରେ ହିଁ ହଳଦୀରୁ ତିଆରି ହେବ ନାଲି ସିନ୍ଦୂର? ଅବପାତରେ ପରିଣତ ହେଲା ଲଘୁଚାପ, ପୁଣି ଆନ୍ଧ୍ର ଅଭିମୁଖେ ଆଉ ଏକ ବାତ୍ୟା ‘ମୁରାସୁ’ !