ଖବରରାଜ୍ୟ ପୁଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୯ ମହିଳା ପୁଲିସ କର୍ମଚାରୀ ଆହତ By Hemant May 28, 2024 27 0 ଆଗକୁ ପଢନ୍ତୁ ଆଜିଠାରୁ ଆରମ୍ଭ ହେଉଛି କଇଁଛ ଋତୁ, ଗହୀରମାଥାରେ ଅଲିଭି ରିଡେଲଙ୍କ ମେଳି ଡାଏଟରେ ସାମିଲ କରନ୍ତୁ ଏହି ପରିବା, ଅନେକ ରୋଗରୁ ମୁକ୍ତି ଗୁପଚୁପ୍ ଖାଇବାର ରହିଛି ଲୁକ୍କାୟିତ ଫାଇଦା, ଓଜନ କମ୍ କରିବାରେ କରିଥାଏ ସାହାଯ୍ୟ ଜାପାନରେ ଭୂକମ୍ପ ଝଟକା, ତୀବ୍ରତା ୬.୦ Hemant ଭୁବନେଶ୍ୱର: ନିର୍ବାଚନ ଡ୍ୟୁଟିରେ ଯାଉଥିବା ପୁଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣାରେ ୯ ଜଣ ମହିଳା ପୁଲିସ କର୍ମଚାରୀ ଆହତ ହୋଇଥିବା ସୂଚନା। ବାଣୀବିହାର ସତସଙ୍ଗପାର୍କ ଆଗରେ ବସଟି ଦୁର୍ଘଟଣା ହୋଇଛି । ସମସ୍ତ ଆହତ ମହିଳା ପୁଲିସଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। Continue Reading ଖବରରାଜ୍ୟ Tagsstate Share FacebookTwitterPinterestWhatsApp Previous articleରାତି ସାଢ଼େ ୮ଟା ପରେ ଗଞ୍ଜାମରେ ଦୋକାନ ବଜାର ବନ୍ଦNext article୯ଟି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କଲେ କାର୍ତ୍ତିକ ପାଣ୍ଡିଆନ ଅନ୍ୟାନ୍ୟ ଖବର ଆଜିଠାରୁ ଆରମ୍ଭ ହେଉଛି କଇଁଛ ଋତୁ, ଗହୀରମାଥାରେ ଅଲିଭି ରିଡେଲଙ୍କ ମେଳି ଦିଲ୍ଲୀରେ ଶୀତକାଳୀନ ପ୍ରଦୂଷଣ ମୁକାବିଲା ପାଇଁ କଡ଼ା କଟକଣା ଜାପାନରେ ଭୂକମ୍ପ ଝଟକା, ତୀବ୍ରତା ୬.୦ ପୁଣି ଭୀଷଣ ବାତ୍ୟା: ୩ ତାରିଖ ସକାଳେ ଆନ୍ଧ୍ର ଉପକୂଳରେ ମାଡ଼ ଗୁପଚୁପ୍ ଖାଇବାର ରହିଛି ଲୁକ୍କାୟିତ ଫାଇଦା, ଓଜନ କମ୍ କରିବାରେ କରିଥାଏ ସାହାଯ୍ୟ ପାଣିପାଗ Odisha light rain enter location 22.8 ° C 22.8 ° 22.8 ° 96 % 1.7kmh 51 % Sun 23 ° Mon 24 ° Tue 29 ° Wed 26 ° Thu 25 ° ସମ୍ବନ୍ଧିତ ଆଜିଠାରୁ ଆରମ୍ଭ ହେଉଛି କଇଁଛ ଋତୁ, ଗହୀରମାଥାରେ ଅଲିଭି ରିଡେଲଙ୍କ ମେଳି ପୁଣି ଭୀଷଣ ବାତ୍ୟା: ୩ ତାରିଖ ସକାଳେ ଆନ୍ଧ୍ର ଉପକୂଳରେ ମାଡ଼ ବଜାରରୁ ଆଉ କିଣିବେନି ସିନ୍ଦୂର! ଘରେ ହିଁ ହଳଦୀରୁ ତିଆରି ହେବ ନାଲି ସିନ୍ଦୂର? ଅବପାତରେ ପରିଣତ ହେଲା ଲଘୁଚାପ, ପୁଣି ଆନ୍ଧ୍ର ଅଭିମୁଖେ ଆଉ ଏକ ବାତ୍ୟା ‘ମୁରାସୁ’ !