Thursday, April 2, 2026
40.1 C
Odisha

    ରାମନବମୀ ପାଇଁ କଟକରେ କଡ଼ା ସୁରକ୍ଷା, ଜଗିବେ ୨୫ ପ୍ଲାଟୁନ ଫୋର୍ସ

    ଆଗକୁ ପଢନ୍ତୁ

    କଟକ : ଆସନ୍ତାକାଲି ପବିତ୍ର ରାମନବମୀ। ତେଣୁ ରାମନବମୀ ପାଇଁ ସହରଠୁ ପଲ୍ଲୀ ଉତ୍ସବମୁଖର। ଆସନ୍ତାକାଲି ସାରା ଦେଶ ଏବଂ ରାଜ୍ୟରେ ପାଳନ ହେବ ରାମନବମୀ। ଏହି ଉତ୍ସବ ପାଇଁ କଟକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଛି।

    ସୂଚନାନୁଯାୟୀ, ସହରରେ ମୁତୟନ ହେବେ ୨୫ ପ୍ଲାଟୁନ ଫୋର୍ସ। ଶୋଭାଯାତ୍ରା ସ୍ଥାନଗୁଡ଼ିକରେ ହେବ ଫ୍ଲାଗମାର୍ଚ୍ଚ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଟକ ଡିସିପିଙ୍କ ଅନୁରୋଧ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.1 ° C
    40.1 °
    40.1 °
    17 %
    2.7kmh
    3 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    41 °

    ସମ୍ବନ୍ଧିତ