Friday, March 13, 2026
28 C
Odisha

    ରାୟଗଡା ଜିଲ୍ଲାରେ ବଢ଼ୁଛି ଝାଡାବାନ୍ତି ରୋଗୀଙ୍କ ସଂଖ୍ୟା, ଦୁଇ ଦିନରେ ୧୬ ଆକ୍ରାନ୍ତ

    ଆଗକୁ ପଢନ୍ତୁ

    ରାୟଗଡା : ରାୟଗଡା ଜିଲ୍ଲାରେ ବଢ଼ୁଛି ଝାଡାବାନ୍ତି ରୋଗୀଙ୍କ ସଂଖ୍ୟା । ଲଗାଣ ବର୍ଷାରେ ବ୍ୟାପିବାରେ ଲାଗିଛି ଝାଡାବାନ୍ତି । କୁଲି ପେଣ୍ଟା, ପିତାମହାଲ ସମେତ କୋଲନରା ବ୍ଳକର ସୁରୀ ଗାଁର ମୋଟ୍ ୧୬ଜଣ ରୋଗୀ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗତକାଲି ୮ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାପ୍ରଶାସନ ପକ୍ଷରୁ ଏନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଝାଡାବାନ୍ତି ହେଲେ କୌଣସି ଗୁଣିଆର ସହାୟତା ନନେଇ ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ କହିଛନ୍ତି ଜିଲ୍ଲା ପ୍ରଶାସନ ।sta

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    13 %
    0.7kmh
    0 %
    Fri
    31 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ