Wednesday, March 18, 2026
31.9 C
Odisha

    ରୋଗରୁ ମିଳିବ ମୁକ୍ତି,କେବଳ ମାସକ ପାଇଁ ଛାଡ଼ିଦିଅ ଚିନି

    ଆଗକୁ ପଢନ୍ତୁ

    ଘରେ ଘରେ ଚିନିର ବହୁଳ ବ୍ୟବହାର ହୋଇଆସୁଛି। ହେଲେ ଏହା ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏଣୁ ଯଦି ଆପଣ ମାସକ ପାଇଁ ଚିନି ଛାଡ଼ନ୍ତି ତେବେ ଆପଣଙ୍କ ଶରୀରରେ ଅନେକ ଫାଇଦା ଦେଖିବାକୁ ମିଳିପାରେ। ଆସନ୍ତୁ ଜାଣିବା ସେ ସବୁ ବିଷୟରେ –

    ଚିନି ଛାଡ଼ିଲେ ଶରୀରରେ ଉର୍ଜା ସଞ୍ଚିତ ହୋଇ ରହିବ, ଏଣୁ ଆପଣ ସର୍ବଦା ସକ୍ରିୟ ରହିବେ।

    ଚିନିରେ କ୍ୟାଲୋରୀ ଅଧିକ ଥାଏ, ଏଣୁ ଏହାକୁ ଛାଡ଼ି ଦେଲେ ଓଜନ ଦ୍ରୁତ ଗତିରେ କମ୍‌ ହୋଇଥାଏ।

    ଚିନି ଶରୀରରେ ଇମ୍ଫ୍ଲାମେଶନ ବଢ଼ାଇଥାଏ, ଏହାକୁ ଛାଡ଼ିଲେ ଆପଣଙ୍କୁ ତ୍ୱଚାଜନିତ ରୋଗରୁ ମୁକ୍ତି ମିଳିଥାଏ।

    ଚିନି ଖାଇବା ଛାଡ଼ିଦେଲେ ଦାନ୍ତରେ ଜମା ହୋଇଥିବା ହଳଦିଆ ଦାଗ କିଛି ଦିନରେ ସଫା ହୋଇଯାଏ।

    ଚିନି ଛାଡ଼ିବା ଦ୍ୱାରା ଶରୀରରେ ଖରାପ କୋଲେଷ୍ଟରଲ୍‌ ନିୟନ୍ତ୍ରଣରେ ରହିଥାଏ।

    ଯଦି ଆପଣ ମଧୁମେହରେ ପୀଡ଼ିତ ତେବେ ଆପଣଙ୍କୁ ଏହି ରୋଗରୁ ବହୁତ ଲାଭ ମିଳିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.9 ° C
    31.9 °
    31.9 °
    29 %
    1.6kmh
    100 %
    Wed
    35 °
    Thu
    32 °
    Fri
    35 °
    Sat
    35 °
    Sun
    36 °

    ସମ୍ବନ୍ଧିତ