Thursday, March 12, 2026
28.7 C
Odisha

    ଶିମିଳିପାଳରେ ଶୂନ ଡିଗ୍ରୀକୁ ଖସିଲା ପାରଦ, ଦିନ ୧୦ଟା ଯାଏଁ ଦିଶୁନି ରାସ୍ତା

    ଆଗକୁ ପଢନ୍ତୁ

    ମୟୁରଭଞ୍ଜ  : ଶିମିଳିପାଳରେ ଶୂନ ଡିଗ୍ରୀକୁ ଖସିଲା ପାରଦ । ପ୍ରବଳ କୁହୁଡି ସାଙ୍ଗକୁ ହାଡ଼ଭଙ୍ଗା ଶୀତରେ ଥରୁଛି ମୟୁରଭଞ୍ଜ । ଆଜି ସକାଳ ୬ଟା ସମୟରେ ଶିମିଳିପାଳ ଉପର ବାରାକାମୁଡ଼ାରେ ଶୂନ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ହାଡ଼ଭଙ୍ଗା ଜାଡ଼ ସାଙ୍ଗକୁ ଶିମିଳିପାଳରେ ତୁଷାରପାତ ମଧ୍ୟ ହୋଇଛି । ଘନ କୁହୁଡ଼ି ଯୋଗୁ ଦିନ ୧୦ଟା ଯାଏ କିଛି ଦେଖାଯାଉନି । ଶିମିଳିପାଳ ସହ କରଞ୍ଜିଆ, ଶୁକୃଳି, ରରୁଆ,ଯଶିପୁର ଏବଂ ଠାକୁରମୁଣ୍ଡା ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.7 ° C
    28.7 °
    28.7 °
    15 %
    2.6kmh
    0 %
    Thu
    31 °
    Fri
    38 °
    Sat
    39 °
    Sun
    40 °
    Mon
    38 °

    ସମ୍ବନ୍ଧିତ