Tuesday, March 31, 2026
38.2 C
Odisha

    ଶ୍ରେଣୀଗୃହରେ ବସିଥିବା ବେଳେ ଛାତ୍ରୀଙ୍କ ଶରୀର ପଡ଼ିଗଲା ଥଣ୍ଡା ହେଲା ମୃତ୍ୟୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅହମ୍ମଦାବାଦର ଜେବର ସ୍କୁଲରେ ୮ବର୍ଷର ଶିଶୁର ସ୍କୁଲରେ ହଠାତ ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ୍ୟୁ ଶିଶୁ ଜଣକ ତୃତୀୟ ଶ୍ରେଣୀର ଛାତ୍ରୀ ଥିବା ଜଣାପଡ଼ିଛି। ଏହି ଦୁଃଖଦ ଘଟଣାକୁ ନେଇ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଶ୍ରମିଷ୍ଠା ସିଂହ କହିଛନ୍ତି, ‘ସ୍କୁଲ ଆସିବା ସମୟରେ ଶିଶୁର କୌଣସି ଶାରୀରିକ ସମସ୍ୟା ନଥିଲା। ସେ ସବୁଦିନ ପରି ସ୍କୁଲ ଆସିବା ପରେ ଶ୍ରେଣୀଗୃହରେ ଯାଇ ପ୍ରବେଶ କରିଥିଲା। ହଠାତ ତାକୁ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା। ଶରୀର ଥଣ୍ଡା ପଡ଼ିଯାଇଥିଲା। ସ୍କୁଲ ପ୍ରଶାସନ ଶିଶୁକୁ ତୁରନ୍ତ ସିପିଆର ଦେଇ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସ ଡକାଇଥିଲେ। ହସ୍ପିଟାଲ ନେବା ପରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥି‌ଲେ।

    ମୃତ ଶିଶୁ ଜଣକ ଅହମ୍ମଦାବାଦରେ ନିଜର ଜେଜେବାପା ଓ ଜେଜେମା’ଙ୍କ ସହିତ ରହୁଥିବା ବେଳେ ତାର ବାପା ଓ ମା’ ମୁମ୍ବାଇରେ ବସବାସ କରନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    20 %
    3.1kmh
    0 %
    Tue
    38 °
    Wed
    38 °
    Thu
    40 °
    Fri
    39 °
    Sat
    40 °

    ସମ୍ବନ୍ଧିତ