Saturday, November 28, 2026
15.8 C
Odisha

    ସମୟ ସୀମା ଭିତରେ କାମ ନ ସାରିଲେ ଠିକାଦାରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ : ମନ୍ତ୍ରୀ

    ଆଗକୁ ପଢନ୍ତୁ

    ରାଜ୍ୟରେ ବିଭିନ୍ନ ସ୍ଥାନରେ ଠିକାଦାରମାନେ କାର୍ଯ୍ୟ ଗୁଡିକ ନିର୍ଦ୍ଧିଷ୍ଟ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମଙ୍ଗଳବାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା ପରେ ମନ୍ତ୍ରୀ ଠିକାଦାରମାନଙ୍କୁ ନିର୍ଦେଶ ଦେବା ସହିତ କଡା ଚେତାବନୀ ମଧ୍ୟ ଦେଇଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି ”ପ୍ରକଳ୍ପ କାମର କ୍ୱାଲିଟିରେ ଯେପରି କମ୍ପରମାଇଜ୍ ନ କରାଯାଏ। ଏଥିସହିତ ଯଦି କୌଣସି ଠିକାଦାର ସମୟ ସୀମା ସୁଦ୍ଧା କାମ ନ ସାରିଲେ ସରକାର ସେମାନଙ୍କୁ ଦଣ୍ଡ ଦେଇପାରନ୍ତି। ଦଣ୍ଡ ସ୍ୱରୂପ ସେମାନଙ୍କୁ ଜରିମାନା ସହ ଅନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର। ତେବେ ପ୍ରକଳ୍ପ କାମ ପାଇଁ ବିଭାଗ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.8 ° C
    15.8 °
    15.8 °
    67 %
    1.4kmh
    0 %
    Fri
    15 °
    Sat
    24 °
    Sun
    25 °
    Mon
    26 °
    Tue
    25 °

    ସମ୍ବନ୍ଧିତ