Friday, November 27, 2026
23.7 C
Odisha

    ଖସିଲା ପାରଦ ବଢ଼ିଲା ଶୀତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର :  ଖସିଲା ପାରଦ, ବଢ଼ିଲା ଶୀତ । ଚଳିତ ଶୀତ ଋତୁରେ ଆଜି ସବୁଠୁ ଥଣ୍ଡା ସକାଳ ଅନୁଭୂତ ହୋଇଛି । ୧୩.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଶୀତ ଅନୁଭୂତ ହୋଇଛି । ଆଜି ସକାଳ ୫ଟା ୩୦ରେ ଭୁବନେଶ୍ୱରର ତାପମାତ୍ରା ୧୭.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

    ସେହିପରି କେନ୍ଦୁଝରରେ ୧୪.୬, ସମ୍ବଲପୁରରେ ୧୬.୦, ପାରାଦୀପରେ ୧୯.୦ ଏବଂ ବାଲେଶ୍ୱରରେ ୧୮.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଗତ ତିନି ଦିନ ମଧ୍ୟରେ ୭.୬ ଡିଗ୍ରୀ ତାପମାତ୍ରା ତଳକୁ ଖସିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.7 ° C
    23.7 °
    23.7 °
    50 %
    1.1kmh
    1 %
    Fri
    24 °
    Sat
    24 °
    Sun
    24 °
    Mon
    25 °
    Tue
    25 °

    ସମ୍ବନ୍ଧିତ