Thursday, April 2, 2026
40.1 C
Odisha

    ସିବିଆଇ ଫାଶରେ ବିଶ୍ୱବିଦ୍ୟାଳୟ ପ୍ରଫେସର, ରେଟିଂ ବଢ଼ାଇବାକୁ ଲାଞ୍ଚ ଅଭିଯୋଗ

    ଆଗକୁ ପଢନ୍ତୁ

    ସମ୍ବଲପୁର: NAAC ରେଟିଂ ଲାଞ୍ଚ ମାମଲାରେ ୧୦ ଜଣ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛିା ଏହି ୧୦ ଜଣିଆ NAAC ଟିମରେ ସମ୍ବଲପୁର ପ୍ରଫେସରଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି । ଆନ୍ଧ୍ରର ଏକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବାକୁ ନେଇ ଲାଞ୍ଚ କାରବାର ଅଭିଯୋଗରେ ୧୦ ଜଣଙ୍କୁ ଗିରଫ କରିଛି ସିବିଆଇ ।ଜ୍ୟୋତି ବିହାର କ୍ୱାର୍ଟର୍ସରେ ରହୁଥିବା ସମ୍ପୃକ୍ତ ପ୍ରଫେସରଙ୍କ ବାସଭବନ ସିଲ୍ କରି ନୋଟିସ ଲଗାଇଲା ସିବିଆଇ । ଓଡ଼ିଶା ସମେତ ଦେଶର ୨୦ଟି ସ୍ଥାନରେ ସିବିଆଇ ରେଡ୍ ଜାରି ରହିଛିା

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.1 ° C
    40.1 °
    40.1 °
    17 %
    2.7kmh
    3 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    41 °

    ସମ୍ବନ୍ଧିତ