Wednesday, February 18, 2026
16.2 C
Odisha

    ସୂର୍ଯ୍ୟ କୁମାର ଟି-୨୦ ଅଧିନାୟକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଟିମ୍‌ ଘୋଷଣା କରିଛି ବିସିସିଆଇ । ରୋହିତ ଶର୍ମା ଏବଂ ବିରାଟ କୋହଲି ଦିନିକିଆ ଦଳକୁ ଫେରିଥିବାବେଳେ ରୋହିତ ଦିନିକିଆ ଦଳର ଅଧିନାୟକ ହେବେ। ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବଙ୍କୁ ଟି -୨୦ ଦଳର ଅଧିନାୟକ ଦାୟିତ୍ୱ ଦେଇଛି ବିସିସିଆଇ । ଶୁଭମନ ଗିଲ ଉଭୟ ଟି-୨୦ ଏବଂ ଦିନିକିଆ ଦଳର ଉପ-ଅଧିନାୟକ ରହିଛନ୍ତି ।
    ରିୟାନ ପରାଗ, ଶିବମ ଦୁବେ ଓ ରିଙ୍କୁ ସିଂଙ୍କୁ ଦଳରେ ସୁଯୋଗ ମିଳିଛି। କେଏଲ ରାହୁଲ ଓ ଋଷଭ ପନ୍ତଙ୍କ ଭାରତୀୟ ଦିନିକିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ନୂତନ ଖେଳାଳି ଭାବେ କୋଲକାତା ନାଇଟ ରାଡର୍ସର ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ଚୟନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.2 ° C
    16.2 °
    16.2 °
    73 %
    1.7kmh
    0 %
    Wed
    33 °
    Thu
    34 °
    Fri
    36 °
    Sat
    37 °
    Sun
    35 °

    ସମ୍ବନ୍ଧିତ