Sunday, May 10, 2026
24.3 C
Odisha

    ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା

    ଆଗକୁ ପଢନ୍ତୁ

    ବାଲେଶ୍ୱର : FM କଲେଜ ରେ ନିଆଁ ଲାଗିଯାଇଥିବା ମୃତା ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

    ସହାୟତା ଘୋଷଣା ନେଇ ସୂଚନା ଦେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ। ସୌମ୍ୟାଶ୍ରୀଙ୍କ ପଳାସିଆ ଗାଁରେ ଶେଷକୃତ୍ୟ ସମ୍ପନ୍ନ ପରେ ଏହି ସୂଚନା ଦେଇଥିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ। ସାଂସଦ ପ୍ରତାପ ଷଡ଼ଙ୍ଗୀ ସୌମ୍ୟାଶ୍ରୀଙ୍କ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଅନ୍ତିମ ସଂସ୍କାର ସମୟରେ ମଧ୍ୟ ଉପସ୍ଥିତ ରହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.3 ° C
    24.3 °
    24.3 °
    72 %
    2.7kmh
    29 %
    Sat
    24 °
    Sun
    37 °
    Mon
    38 °
    Tue
    37 °
    Wed
    39 °

    ସମ୍ବନ୍ଧିତ