Saturday, February 21, 2026
25.7 C
Odisha

    ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା, ଦିନ ୧୨ଟାରେ କ୍ରାଇମବ୍ରାଞ୍ଚ ଡିଜିଙ୍କ ସାମ୍ବାଦିକ ସମ୍ମିଳନୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାରେ ହେବ କି ନୂଆ ଗିରଫଦାରୀ । ନୂଆ ଗିରଫଦାରୀ ସଂପର୍କରେ ସୂଚନା ଦେଇ ପାରନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ଆଜି ଦିନ ୧୨ଟାରେ ଡାକିଛନ୍ତି ସାମ୍ବାଦିକ ସମ୍ମିଳନୀ । ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ କିଛି ବଡ଼ବଡ଼ିଆଙ୍କ ସଂପୃକ୍ତି ଅଭିଯୋଗ ଆସୁଥିବା ବେଳେ ଏ ନେଇ କିଛି ନୂଆ ତଥ୍ୟ ଦେଇ ପାରନ୍ତି ।

    ଏ ନେଇ ଗତକାଲି ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତିଙ୍କୁ ୩ ଘଣ୍ଟା ଧରି ଜେରା କରିଛି କ୍ରାଇମବ୍ରାଞ୍ଚ । ମୁଖ୍ୟ ଅଭିଯୁକ୍ତ ଜିତନ ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ବୋର୍ଡ ଉପ ସଭାପତିଙ୍କ ଲାପଟପରୁ ଚୋରି କରିଥିଲା । ପ୍ରଶ୍ନପତ୍ର ଳିକ ମାମଲାରେ ତନାଘନା ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    24 %
    1.4kmh
    2 %
    Sat
    28 °
    Sun
    35 °
    Mon
    36 °
    Tue
    35 °
    Wed
    34 °

    ସମ୍ବନ୍ଧିତ