Friday, May 17, 2024
31.2 C
Odisha

    ହୁତୁ ହୁତୁ ହୋଇ ଜଳିଗଲା ପିଆଜ ବୋଝେଇ ଟ୍ରକ

    ଆଗକୁ ପଢନ୍ତୁ

    ବାରିପଦା: ହୁତୁ ହୁତୁ ହୋଇ ଜଳୁଛି ଟ୍ରକ୍। ୪୯ ନମ୍ବର ଜାତୀୟ ରାଜପଥ ବାଙ୍ଗିରିପୋଷି ଦ୍ଵାରଶୁଣି ଘାଟି ନିକଟରେ ଜଳିଗଲା ପିଆଜ ବୋଝେଇ ଟ୍ରକ। ନାସିକରୁ ଆସୁଥିବା ପିଆଜ ବୋଝେଇ ଟ୍ରକଟି ବିଶୋଇ ପଟୁ କଲିକତା ଅଭିମୁଖେ ଯାଉଥିଲା। ଟ୍ରକ ଡ୍ରାଇଭର ଓ ହେଲପରର କୌଣସି ସୂଚନା ମିଳିପାରିନାହିଁ। ଖବର ପାଇ ବିଶୋଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ନିଆଁ ଲାଗିବାର କାରଣ ଜଣାପଡିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.2 ° C
    31.2 °
    31.2 °
    42 %
    4kmh
    96 %
    Fri
    31 °
    Sat
    35 °
    Sun
    41 °
    Mon
    42 °
    Tue
    43 °

    ସମ୍ବନ୍ଧିତ