Thursday, March 19, 2026
20.8 C
Odisha

    ହୋଲିରେ ହତ୍ୟାକାଣ୍ଡ: ହରିୟାଣାରେ ବିଜେପି ନେତାଙ୍କୁ ଗୁଳିମାଡ଼, ଜମି ବିବାଦରୁ ହତ୍ୟା

    ଆଗକୁ ପଢନ୍ତୁ

    ଚଣ୍ଡିଗଡ଼: ବିଜେପି ନେତାଙ୍କୁ ହତ୍ୟା । ହରିୟାଣା ସୋନିପତରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା ଅଭିଯୋଗ । ଜମି ବିବାଦକୁ ନେଇ ଗତକାଲି ହତ୍ୟାକାଣ୍ଡ ହୋଇଥିବା ସୂଚନା । ଖବର ଅନୁସାରେ ଜବାହର ଗାଁରେ ଗତକାଲି ଏଭଳି ହତ୍ୟାକାଣ୍ଡ ହୋଇଛି । ବିଜେପି ନେତା ତଥା ଗାଁ ମୁଖିଆ ସୁରେନ୍ଦ୍ର ଜବାହରଙ୍କୁ ଗୁଳି ମାରି ହତ୍ୟା କରାଯାଇଛି । ହତ୍ୟାକାରୀର ନାଁ ମୋନୁ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମୃତକ ବିଜେପି ନେତା ସୁରେନ୍ଦ୍ର ନିଜ ପଡୋଶୀଙ୍କ ଠାରୁ ଜମି କିଣିଥିଲେ । ମାତ୍ର ସେଥିରେ କିଛି ବିବାଦ ରହିଥିଲା ଯାହାର ପରିଣାମ ସ୍ବରୂପ ଜମି ପାଇଁ ଜୀବନ ଗଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    20.8 ° C
    20.8 °
    20.8 °
    77 %
    1.9kmh
    99 %
    Wed
    21 °
    Thu
    33 °
    Fri
    33 °
    Sat
    34 °
    Sun
    35 °

    ସମ୍ବନ୍ଧିତ