Saturday, March 28, 2026
27.6 C
Odisha

    ୟୁନିଟ୍-୧ ପରିବା ମାର୍କେଟରେ ନିଆଁ: ଜଳିଗଲା ୫ ଦୋକାନ

    ଆଗକୁ ପଢନ୍ତୁ

    ​‌ଭୁବନେଶ୍ୱର : ରାଜଧାନୀର ୟୁନିଟ୍ ୧ ପରିବା ମାର୍କେଟ୍ରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୫ ଟି ଗୋଦାମ ଘର ଜଳିଯାଇଛି। ନିଆଁ ଲାଗି ଗୋଦାମରେ ଥିବା ଲକ୍ଷାଧିକ ଟଙ୍କାର ପନିପରିବା , ଟଙ୍କା, ଆସବାବପତ୍ର ଆଦି ଜଳି ପୋଡି ପାଉଁଶ ହୋଇଯାଇଛି। ପରେ ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବାବେଳେ ଏଥିରେ କେହି ମୃତହତ ହୋଇଥିବା ନେଇ ସୂଚନା ମିଳିନି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.6 ° C
    27.6 °
    27.6 °
    39 %
    2.3kmh
    100 %
    Fri
    27 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ