Tuesday, July 21, 2026
24.1 C
Odisha

    ୨୦୦ଫୁଟ ଲମ୍ବର ବୋଇତ ଭସାଇଲେ ଶ୍ରଦ୍ଧାଳୁ, ଡଙ୍ଗା ଭସାଇବା ଦ୍ଵାରା ଗାଁରେ ଶାନ୍ତି ରହିବା ନେଇ ବିଶ୍ବାସ

    ଆଗକୁ ପଢନ୍ତୁ

    ସୋର: ୨୦୦ଫୁଟ ଲମ୍ବର ବୋଇତ ଭସାଇଲେ ଶ୍ରଦ୍ଧାଳୁ । ହଜାର ହଜାର ଲୋକଙ୍କ ସମାଗମ । ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ମାଣିତ୍ରୀ ଗ୍ରାମର ମଦନମୋହନ ଜୀୟୁ କମିଟି ପକ୍ଷରୁ ୨୦୦ଫୁଟ ଲମ୍ବର ଏକ ବିଶାଳ ଡଙ୍ଗା ସ୍ଥାନୀୟ ପୋଖରୀରେ ଭସାଇ କାର୍ତ୍ତିକ ପୂର୍ଣ୍ଣିମା ପାଳିଲେ ଲୋକେ । ଡଙ୍ଗାକୁ ସୁସଜ୍ଜିତ କରି କୃଷ୍ଣଙ୍କ ରାସଲୀଳା ପ୍ରସ୍ତୁତ କରାଯାଇଥିଲା । ଭୋର ୫ଟା ବେଳକୁ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରି ଡଙ୍ଗା ଭସାଇଥିଲେ । ଏହି ଡଙ୍ଗା ଭସାଇବା ଦ୍ଵାରା ଗାଁରେ ଭାଇଚାରା ଓ ଶାନ୍ତି ରହିବା ନେଇ ବିଶ୍ବାସ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    24.1 ° C
    24.1 °
    24.1 °
    97 %
    1kmh
    100 %
    Tue
    24 °
    Wed
    25 °
    Thu
    26 °
    Fri
    28 °
    Sat
    29 °

    ସମ୍ବନ୍ଧିତ