Friday, April 3, 2026
29.7 C
Odisha

    ୫୦ବର୍ଷରେ ପ୍ରଥମ: ସାହାରା ମରଭୂମିରେ ବନ୍ୟା

    ଆଗକୁ ପଢନ୍ତୁ

    ମୋରୋକୋର ସାହାରା ମରୁଭୂମିରେ ଗ୍ରୀଷ୍ମ ଋତୁ ଶେଷ ହେବାକୁ ଯାଉଥିବା ବେଳେ ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ଦେଖାଦେଇଛି। ଯାହା ଫଳରେ ଶୁଷ୍କ ମରୁଭୂମି ମଧ୍ୟରେ ନୀଳ ଜଳର ହ୍ରଦ ସୃଷ୍ଟି ହୋଇଛି। ନାସା ପକ୍ଷରୁ ଏହାର ଫଟୋ ଜାରି କରାଯାଇଛି। ଏକ ବିରଳ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଦେଇଛି। ଦକ୍ଷିଣ ପୂର୍ବ ମୋରୋକୋର ଏହି ମରୁଭୂମି ଦୁନିଆର ସବୁଠାରୁ ଶୁଷ୍କ ସ୍ଥାନ ଏବଂ ଗ୍ରୀଷ୍ମ ଋତୁରେ କ୍ୱଚିତ ବର୍ଷା ହୁଏ। ମୋରୋକୋ ସରକାର କହିଛନ୍ତି ଯେ ସେପ୍ଟେମ୍ବରରେ ଅନେକ ଅଞ୍ଚଳରେ ଦୁଇ ଦିନ ମଧ୍ୟରେ ବାର୍ଷିକ ହାରାହାରି ଠାରୁ ଅଧିକ ବର୍ଷା ହୋଇଛି। ତେବେ ହାରାହାରି ବାର୍ଷିକ ବୃଷ୍ଟିପାତ ୨୫୦ ମିମିରୁ କମ ଅଟେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.7 ° C
    29.7 °
    29.7 °
    34 %
    2.3kmh
    77 %
    Fri
    30 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ