Monday, September 28, 2026
27.5 C
Odisha

    ୬ ଜଣ ସିଭିଲ ଜଜ୍‌ଙ୍କ ବଦଳି

    ଆଗକୁ ପଢନ୍ତୁ

    କଟକ    : ଓଡ଼ିଶା ହାଇକୋର୍ଟ ସିଭିଲ ଜଜ୍‌ (ଜୁନିୟର ଡିଭିଜନ) କ୍ୟାଡରର ୬ ଜଣ ଅଧିକାରୀଙ୍କୁ ବଦଳି କରି ନୂତନ ସ୍ଥାନରେ ପୋଷ୍ଟିଂ ଦେଇଛନ୍ତି। ଏ ନେଇ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସିଭିଲ ଜଜ (ଜୁନିୟର ଡିଭିଜନ) କ୍ୟାଡରର ୬ ଜଣ ଅଧିକାରୀଙ୍କୁ ବିଭିନ୍ନ ସ୍ଥାନରେ ନୂତନ ଭାବେ ଅବସ୍ଥାପିତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ