Saturday, April 19, 2025
26.5 C
Odisha

    ୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି । ଲୋକସଭାରେ ଭାଷଣ ଦେଇ ଲଲନ ସିଂ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ଭାଜପା) ସହିତ ତାଙ୍କ ଦଳ ନିର୍ବାଚନ ପୂର୍ବରୁ ମେଣ୍ଟ କରିଛି ଯାହାକି ଫେଭିକୋଲ ଅଠା ଭଳି ଯୋଡ଼ି ହୋଇରହିଛି । ଏହା ସହିତ ଲଲନ ସିଂ ଲୋକସଭା ର୍ନିବାଚନ ଫଳାଫଳରେ କଂଗ୍ରେସର ୯୯ଟି ଆସନକୁ ନେଇ ଟିପ୍ପଣୀ କରିଛନ୍ତି । ସାପ-ସିଡ଼ି ଖେଳକୁ ନେଇ ସେ କହିଛନ୍ତି ଯେ ଏହି ଖେଳରେ ସାପ ୯୯ରେ ପହଞ୍ଚିବା ମାତ୍ରେ କାମୁଡ଼େ ଏବଂ ପରେ ଖେଳାଳିମାନେ ସିଧାସଳଖ ଶୂନରେ ପହଞ୍ଚନ୍ତି। ବର୍ତ୍ତମାନ ଏହା ପ୍ରଥମ ବର୍ଷ । ଆଗକୁ ୫ ବର୍ଷ ବାକି ଅଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.5 ° C
    26.5 °
    26.5 °
    64 %
    1.7kmh
    6 %
    Sat
    42 °
    Sun
    43 °
    Mon
    43 °
    Tue
    44 °
    Wed
    44 °

    ସମ୍ବନ୍ଧିତ