Saturday, January 31, 2026
22.7 C
Odisha

    ୨୦୨୪ରେ ଭୋଟ୍ ଦେବେ ୧୨ ଲକ୍ଷ ୯୭ ହଜାର ୯୫୪ ନୂଆ ଭୋଟର

    ଆଗକୁ ପଢନ୍ତୁ

    ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଛି ଭୋଟର ତାଲିକା । ୨୦୨୪ରେ ଭୋଟ୍ ଦେବା ପାଇଁ ଭୋଟର ତାଲିକାରେ ଯୋଡି ହୋଇଛନ୍ତି ୧୨ ଲକ୍ଷ ୯୭ ହଜାର ୯୫୪ଜଣ ନୂଆ ଭୋଟର । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଭୋଟର ଆସନ୍ତା ନିର୍ବାଚନରେ ନିଜ ପସନ୍ଦ ନେତା ବାଛିବେ । ରାଜ୍ୟ ନିର୍ବାଚନ କମିଶନ ନିକୁଂଜ ବିହାରୀ ଧଳ କହିଛନ୍ତି ୧୮ରୁ ୧୯ ବର୍ଷର ଭୋଟରଙ୍କ ସଂଖ୍ୟା ୭ଲକ୍ଷ ୫୪ ହଜାର ୯୪୬ ଜଣ । ମୋଟ ଭୋଟରଙ୍କ ମଧ୍ୟରୁ ୧ କୋଟି ୬୮ ଲକ୍ଷ ୫୧ହଜାର ପୁରୁଷ ଭୋଟର ଥିବା ବେଳେ ୧ କୋଟି ୬୩ ଲକ୍ଷ ୮୨ ହଜାର ମହିଳା ଭୋଟର ରହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.7 ° C
    22.7 °
    22.7 °
    52 %
    0.6kmh
    88 %
    Sat
    30 °
    Sun
    31 °
    Mon
    32 °
    Tue
    32 °
    Wed
    33 °

    ସମ୍ବନ୍ଧିତ