Thursday, June 4, 2026
34.9 C
Odisha

    ୨୦୨୪ରେ ଭୋଟ୍ ଦେବେ ୧୨ ଲକ୍ଷ ୯୭ ହଜାର ୯୫୪ ନୂଆ ଭୋଟର

    ଆଗକୁ ପଢନ୍ତୁ

    ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଛି ଭୋଟର ତାଲିକା । ୨୦୨୪ରେ ଭୋଟ୍ ଦେବା ପାଇଁ ଭୋଟର ତାଲିକାରେ ଯୋଡି ହୋଇଛନ୍ତି ୧୨ ଲକ୍ଷ ୯୭ ହଜାର ୯୫୪ଜଣ ନୂଆ ଭୋଟର । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଭୋଟର ଆସନ୍ତା ନିର୍ବାଚନରେ ନିଜ ପସନ୍ଦ ନେତା ବାଛିବେ । ରାଜ୍ୟ ନିର୍ବାଚନ କମିଶନ ନିକୁଂଜ ବିହାରୀ ଧଳ କହିଛନ୍ତି ୧୮ରୁ ୧୯ ବର୍ଷର ଭୋଟରଙ୍କ ସଂଖ୍ୟା ୭ଲକ୍ଷ ୫୪ ହଜାର ୯୪୬ ଜଣ । ମୋଟ ଭୋଟରଙ୍କ ମଧ୍ୟରୁ ୧ କୋଟି ୬୮ ଲକ୍ଷ ୫୧ହଜାର ପୁରୁଷ ଭୋଟର ଥିବା ବେଳେ ୧ କୋଟି ୬୩ ଲକ୍ଷ ୮୨ ହଜାର ମହିଳା ଭୋଟର ରହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    34.9 ° C
    34.9 °
    34.9 °
    34 %
    1.8kmh
    54 %
    Thu
    41 °
    Fri
    42 °
    Sat
    41 °
    Sun
    41 °
    Mon
    43 °

    ସମ୍ବନ୍ଧିତ