Friday, March 20, 2026
21.1 C
Odisha

    ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ବର୍ଷକୁ ମିଳିବ ୧୫ ଦିନ ସାମୟିକ ଛୁଟି

    ଆଗକୁ ପଢନ୍ତୁ

    ରାଜ୍ୟର ସମସ୍ତ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା । ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କୁ ମିଳିବ ୧୫ ଦିନର ସାମୟିକ ଛୁଟି । ଏହାସହ ମହିଳା କର୍ମଚାରୀଙ୍କୁ ମିଳିବ ବେତନ ସହିତ ପ୍ରସୂତିକାଳୀନ ଛୁଟି । ଏହାଦ୍ୱାରା ଉପକୃତ ହେବେ ରାଜ୍ୟର ୯୪୦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୩୩ ହଜାର ୪୨୦ କର୍ମଚାରୀ । ଏମାନଙ୍କ ମଧ୍ୟରେ ଅଛନ୍ତି ମଦ୍ରାସା ଓ ସଂସ୍କୃତ ଶିକ୍ଷକ । ସରକାରଙ୍କ ଏହି ଘୋଷଣାରେ ଉପକୃତ ହୋଇପାରିବେ ୩୯ ସଂସ୍କୃତ ଟୋଲ ଓ ୧୩୮ ମଦ୍ରାସାରେ କାର୍ଯ୍ୟରତ କର୍ମଚାରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.1 ° C
    21.1 °
    21.1 °
    77 %
    0.5kmh
    100 %
    Fri
    22 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ