Saturday, March 14, 2026
35.3 C
Odisha

    ଜାତୀୟ କାନୋସ୍ପ୍ରିଣ୍ଟ୍‌ରେ ଓଡ଼ିଶାକୁ ୨୭ ପଦକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଉତ୍ତରାଖଣ୍ଡର ଥେରି ଡ୍ୟାମ୍‌ଠାରେ ଚଳିତମାସ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୩୫ତମ ଜାତୀୟ କନୋସ୍ପ୍ରିଣ୍ଟ୍ ପ୍ରତିଯୋଗିତାରେ ଓଡ଼ିଶା ପ୍ରତିଯୋଗୀମାନେ ୪ ସ୍ବର୍ଣ୍ଣ, ୬ ‌ରୌପ୍ୟ ଓ ୧୭ କାଂସ୍ୟ ପଦକ ସହ ମୋଟ ୨୭ ପଦକ ଜିତିଛି। ସେଥିମଧ୍ୟରେ ଜାତୀୟ କ୍ରୀଡ଼ା ଇଭେଣ୍ଟ୍‌ର ୫ ପଦକ ସାମିଲ ରହିଛି। ମୋଟ ୧୦ ଇଭେଣ୍ଟ ମଧ୍ୟରୁ ଓଡ଼ିଶା ଖେଳାଳିମାନେ ୯ଟି ଇଭେଣ୍ଟ୍‌ ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ଜାତୀୟ କ୍ରୀଡ଼ା ଇଭେଣ୍ଟ ମଧ୍ୟରୁ ଓଡ଼ିଶା କେ୧-୫୦୦ମିଟରରେ କାଂସ୍ୟ, କେ୪-୫୦୦ମିଟର  ଦଳଗତ‌ରେ ସ୍ବର୍ଣ୍ଣ, ସି୨ଡବ୍‌ଲ୍ୟୁ-୫୦୦ମିଟରରେ ରୌପ୍ୟ, ସି୨-୫୦୦ ମିଟରରେ ରୌପ୍ୟ ଓ ସି୧ଡବ୍‌ଲ୍ୟୁ‌-୨୦୦ ମିଟରରେ କାଂସ୍ୟ ପଦକ ଜିତିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.3 ° C
    35.3 °
    35.3 °
    10 %
    0.5kmh
    0 %
    Sat
    38 °
    Sun
    38 °
    Mon
    38 °
    Tue
    37 °
    Wed
    37 °

    ସମ୍ବନ୍ଧିତ