Wednesday, September 9, 2026
29.9 C
Odisha

    ବିବାହିତ ଯୁବକକୁ ହତ୍ୟା ଅଭିଯୋଗ, ଜଣେ ମହିଳାଙ୍କ ସମେତ ୩ ଅଭିଯୁକ୍ତ ଅଟକ

    ଆଗକୁ ପଢନ୍ତୁ

    ପିପିଲି: ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ସାନକଣ୍ଟି ଗ୍ରାମରେ ଜଣେ ବିବାହିତ ଯୁବକକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛିl ଏହି ଘଟଣାରେ ପିପିଲି ପୁଲିସ ଜଣେ ମହିଳା ଓ ୨ ଜଣ ପୁରୁଷଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛିl ମୃତକ ହେଲେ ସାନକଣ୍ଟି ଗ୍ରାମର ବବୁଲ୍ ପାଇକରାୟ (୨୬) l

    ରବିବାର ରାତିରେ ବବଲୁକୁ ଫୋନ କରି ଅଭିଯୁକ୍ତ ପରିବାର ଘରକୁ ଡାକିଥିଲେl ପରେ ରାତି ଗୋଟାଏ ରେ ତାଙ୍କ ମୃତଦେହକୁ ନିକଟବର୍ତ୍ତୀ କେନାଲ ବନ୍ଧର ଏକ ମଣ୍ଡପ ନିକଟରେ ପରିବାର ଲୋକେ ଖୋଜି ପାଇବା ପରେ ଡାକ୍ତରଖାନା ନେଇଥିଲେl ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ପୂର୍ବ ବିବାଦକୁ ନେଇ ବବଲୁକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛିl

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    29.9 ° C
    29.9 °
    29.9 °
    71 %
    3.5kmh
    89 %
    Wed
    30 °
    Thu
    28 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ