Tuesday, September 22, 2026
25.8 C
Odisha

    ମାମୁଘର ଗାଁ ନଦୀରେ ବୁଡି ୫ ବର୍ଷର ଶିଶୁ କନ୍ୟା ମୃତ

    ଆଗକୁ ପଢନ୍ତୁ

    ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଜରି ଗାଁରେ ଏକ ଅଘଟଣ ଘଟିଛି। ନଦୀରେ ବୁଡି ୫ ବର୍ଷର ଶିଶୁ କନ୍ୟାଙ୍କର ମୃତ୍ୟୁ ଘଟିଛି। ମା’ଙ୍କ ସହ ଖରସ୍ରୋତା ନଦୀକୁ ଗାଧୋଇବା ଯାଇଥିବା ସମୟରେ ଏହି ଅଘଟଣ ଘଟିଛି।ମୃତ ଶିଶୁ କନ୍ୟା କେନ୍ଦ୍ରାପଡା ବାଳକାଟି ଅଞ୍ଚଳର ଦୀପ୍ତି ରଞ୍ଜନ ମଲ୍ଲିକଙ୍କ ଝିଅ ସୋନି ମଲ୍ଲିକ। ଯାଜପୁର ବିଞ୍ଝାରପୁର ଥାନା ଜରି ଅଞ୍ଚଳରେ ଥିବା ମାମୁ ଘରକୁ ସୋନି ତାଙ୍କ ମା’ଙ୍କ ସହିତ ଆସିଥିଲେ। ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.8 ° C
    25.8 °
    25.8 °
    90 %
    2.4kmh
    100 %
    Tue
    26 °
    Wed
    26 °
    Thu
    25 °
    Fri
    28 °
    Sat
    26 °

    ସମ୍ବନ୍ଧିତ