Friday, April 3, 2026
33.6 C
Odisha

    ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ୬ ବଖରା ଘର

    ଆଗକୁ ପଢନ୍ତୁ

    ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଖଣ୍ଡି ବେଲାରୀ ଗାଁ କେଦାର ଲେଙ୍କାଙ୍କ ୬ ବଖରା ଚାଳଘର ପୋଡି ପାଉଁଶ ହୋଇଯାଇଛି । ଆସନ୍ତା ମାସରେ ପୁଅ ବାହାଘର ପାଇଁ ସୁନା ଗହଣା, ଆସବାବପତ୍ର ସହ ୩୦ ବସ୍ତା ଧାନ ସବୁ ପୋଡ଼ିଯାଇଛି । ଯାହାର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ଛି । ତେବେ ଘରେ କେମିତି ନିଆଁ ଲାଗିଲା, ତାହା ଜଣାପଡ଼ିନାହିଁ । ଘର ପୋଡ଼ି ପାଉଁଶ ହେବା ପରେ ଏବେ କେଦାରଙ୍କ ପରିବାର ପକ୍ଷେ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ । ଯେଉଁଥିପାଇଁ ସେ ସରକାରୀ ସହାୟତା ଯୋଗାଇବାକୁ ନିବେଦନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ