Thursday, September 10, 2026
23.9 C
Odisha

    ହଜିଗଲା ମାନବିକତା: ୮ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଳାଇଲେ

    ଆଗକୁ ପଢନ୍ତୁ

    ଅମାନବିକତାର ସୀମା ଲଙ୍ଘିଲେ । ୮ ଜଣ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ନିର୍ଦ୍ଧୁମ ଛେଚିଲେ। ହାତ ବାନ୍ଧି ରାସ୍ତାରେ ଚଳାଇ ଚଳାଇ ଥାନାକୁ ଆଣିଲେ। ସୁନ୍ଦରଗଡ଼ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଟାଉନ ଥାନା ମିଶନ ରୋଡ ନିକଟ ଅଞ୍ଚଳରେ ଜଣକ ଘରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ତାତିଲେ ଏକ ଗୋଷ୍ଠୀର ଲୋକେ। ଅଭିଯୁକ୍ତ ସହିତ ସେହି ଅଞ୍ଚଳରେ କାମ କରୁଥିବା ୮ ଜଣ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ପିଟିଲେ, ହାତ ବାନ୍ଧି ରାସ୍ତାରେ ଚଳାଇ ଚଳାଇ ଥାନାକୁ ଆଣିଲେ। ଏପରିକି ଭିଡ଼ ଭିତରୁ ଉଦ୍ଧାର କରିବାକୁ ପହଞ୍ଚିଥିବା ପୁଲିସକୁ ବି ଠେଲାପେଲା କଲେ।  ଏପରିକି ଫଟୋ, ଭିଡିଓ ଉତ୍ତୋଳନ କରୁଥିବା ସାମ୍ବାଦିକଙ୍କୁ ଧମକଚମକ ଦେଲେ। ମାନବ ଅଧିକାର ଖୋଲା ଉଲଂଘନର ଏ ଦୃଶ୍ୟ ସହରରେ ଆଲୋଡ଼ନ ସୃଷ୍ଟି କରିଛି। ଟାଉନ ଥାନା ପୁଲିସ ୫ ବଙ୍ଗୀୟ ମିସ୍ତ୍ରୀଙ୍କୁ ଅଟକ ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.9 ° C
    23.9 °
    23.9 °
    96 %
    1.1kmh
    100 %
    Thu
    24 °
    Fri
    27 °
    Sat
    28 °
    Sun
    29 °
    Mon
    29 °

    ସମ୍ବନ୍ଧିତ