Sunday, March 22, 2026
25.7 C
Odisha

    ଡିଭାଇଡରରେ ପିଟିହେଲା ବୋଲେରୋ: ଦୁଇ ମୃତ

    ଆଗକୁ ପଢନ୍ତୁ

    ରାଉରକେଲା: ଜାତୀୟ ରାଜପଥ ଚାନ୍ଦିପୋଷ ଥାନା ଧାନନଗର ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବାରୁ ୧୦ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇ ଗୁରୁତରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ସେମାନେ ହେଲେ ସରୋଜିନୀ ଦାସମହାପାତ୍ର ଓ ତପନଦାସ ମହାପାତ୍ର। ଅନ୍ୟ ଅନ୍ୟ ଗୁରୁତରଙ୍କୁ ବେଦବ୍ୟାସସ୍ଥ ଘରୋଉ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବୋଲେରୋଟି ବାଲେଶ୍ଵର ଭୋଗରାଇରୁ ରାଉରକେଲା ଆସୁଥିଲା। ଡ୍ରାଭାଇରଙ୍କ ଆଖି ଲାଗିଯିବାରୁ ବୋଲେରୋ ଭାରସାମ୍ୟ ହରାଇ୧୪୩ ନଂ ଜାତୀୟ ରାଜପଥ ଧାନନଗର ଲୁହା ବାଡାରେ ପିଟି ହୋଇଯାଇଥିଲା। ଚାନ୍ଦିପୋଷ ପୁଲିସ ଦୁର୍ଘଟଣାଗ୍ରସ୍ତ ବୋଲେରୋକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    25 %
    1.5kmh
    0 %
    Sun
    27 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ