Monday, November 17, 2025
12.7 C
Odisha

    ଡିଭାଇଡରରେ ପିଟିହେଲା ବୋଲେରୋ: ଦୁଇ ମୃତ

    ଆଗକୁ ପଢନ୍ତୁ

    ରାଉରକେଲା: ଜାତୀୟ ରାଜପଥ ଚାନ୍ଦିପୋଷ ଥାନା ଧାନନଗର ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବାରୁ ୧୦ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇ ଗୁରୁତରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ସେମାନେ ହେଲେ ସରୋଜିନୀ ଦାସମହାପାତ୍ର ଓ ତପନଦାସ ମହାପାତ୍ର। ଅନ୍ୟ ଅନ୍ୟ ଗୁରୁତରଙ୍କୁ ବେଦବ୍ୟାସସ୍ଥ ଘରୋଉ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବୋଲେରୋଟି ବାଲେଶ୍ଵର ଭୋଗରାଇରୁ ରାଉରକେଲା ଆସୁଥିଲା। ଡ୍ରାଭାଇରଙ୍କ ଆଖି ଲାଗିଯିବାରୁ ବୋଲେରୋ ଭାରସାମ୍ୟ ହରାଇ୧୪୩ ନଂ ଜାତୀୟ ରାଜପଥ ଧାନନଗର ଲୁହା ବାଡାରେ ପିଟି ହୋଇଯାଇଥିଲା। ଚାନ୍ଦିପୋଷ ପୁଲିସ ଦୁର୍ଘଟଣାଗ୍ରସ୍ତ ବୋଲେରୋକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    12.7 ° C
    12.7 °
    12.7 °
    65 %
    1.1kmh
    5 %
    Mon
    25 °
    Tue
    25 °
    Wed
    27 °
    Thu
    27 °
    Fri
    28 °

    ସମ୍ବନ୍ଧିତ