Sunday, December 7, 2025
17.4 C
Odisha

    ମନ୍ଦିର କଡରେ ଶିଶୁ କନ୍ୟାକୁ ଫିଙ୍ଗି ଚାଲିଗଲା ହୃଦୟହୀନ

    ଆଗକୁ ପଢନ୍ତୁ

    ବରଗଡ: ବରଗଡ଼ ଗୋଡଭଗା ଅଞ୍ଚଳରେ ଥିବା ଏକ ଶିବ ମନ୍ଦିର ନିକଟରେ ନବଜାତକ ଶିଶୁକନ୍ୟାକୁ କେହି ଥୋଇଦେଇ ଚାଲି ଯାଇଥିବା ଜଣାପଡ଼ିଛି। ଶିଶୁକନ୍ୟାର ନାକରୁ ଓ ମୁହଁରୁ ରକ୍ତ ବାହାରୁଥିବା ବେଳେ ଚିକିତ୍ସା ପାଇଁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି । ମନ୍ଦିକ ପୂଜକ ଓ ସ୍ଥାନୀୟଲୋକେ ନବଜାତକକୁ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି। ତେବେ କିଏ ଓ କାହିଁକି ଏପରି ଅବସ୍ଥାରେ ଛାଡ଼ି ପଳାଇଲେ ଅସ୍ପଷ୍ଟ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    17.4 ° C
    17.4 °
    17.4 °
    46 %
    1kmh
    17 %
    Sun
    17 °
    Mon
    26 °
    Tue
    26 °
    Wed
    26 °
    Thu
    26 °

    ସମ୍ବନ୍ଧିତ