Friday, September 18, 2026
30.3 C
Odisha

    ବାଲେଶ୍ୱରରେ ସ୍ୱଭାବିକ ହୋଇନି ମୋବାଇଲ ଇଣ୍ଟରନେଟ

    ଆଗକୁ ପଢନ୍ତୁ

    ବାଲେଶ୍ଵର: ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ ପରେ ପୌରାଞ୍ଚଳରେ ଲାଗୁ ହୋଇଥିବା କର୍ଫ୍ୟୁକୁ ପର୍ଯ୍ୟାୟକ୍ରମେ କୋହଳ କରିଛି ପ୍ରଶାସନ। ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ରୁ ରାତି ୯ଟା କର୍ଫ୍ୟୁ କୋହଳ କରାଯାଇଥିବା ବେଳେ ଟାଉନ ଥାନା ଅଞ୍ଚଳରେ ସକାଳ ୬ରୁ ଅପରାହ୍ନ ୨ଟା କର୍ଫ୍ୟୁ କୋହଳ କରଯାଇଛି। ଅନ୍ୟପଟେ କାଲି ଠାରୁ ସହରରେ ମୋବାଇଲ ଇଣ୍ଟରନେଟ ସେବା ମିଳିବା ସହ ସକାଳୁଆ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏନେଇ ସୂଚନା ଦେଇଛନ୍ତି ବାଲେଶ୍ବର ଜିଲ୍ଲାପାଳ ଆଶିଷ ଠାକ୍‌ରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.3 ° C
    30.3 °
    30.3 °
    68 %
    2kmh
    40 %
    Fri
    30 °
    Sat
    30 °
    Sun
    31 °
    Mon
    31 °
    Tue
    31 °

    ସମ୍ବନ୍ଧିତ