Friday, April 3, 2026
26.5 C
Odisha

    ଜୁନ ୧ରୁ ଜୁଲାଇ ୨୪ ମଧ୍ୟରେ କମିଲା ବର୍ଷାର ପରିମାଣ

    ଆଗକୁ ପଢନ୍ତୁ

    ୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା। ଜୁନ ୧ରୁ ଜୁଲାଇ ୨୪ ମଧ୍ୟରେ ବର୍ଷାର ପରିମାଣ କମିଛି। ଏହି ସମୟରେ ୪୧୦.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜୁନ ୧ରୁ ଜୁଲାଇ ୨୪ ମଧ୍ୟରେ ୪୬୬.୭ ମିମି ବର୍ଷା ହେବା କଥା। କିନ୍ତୁ ୪୧୦.୮ ମିଲିମିଟର ବର୍ଷା ହୋଇଛି। ୧୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଥିବା ବେଳେ କୋରାପୁଟ, ନୂଆପଡ଼ା ଓ ବୌଦ୍ଧରେ ଅଧିକ ବର୍ଷା ହୋଇଛି । ସେହିପରି ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.5 ° C
    26.5 °
    26.5 °
    46 %
    1.9kmh
    0 %
    Fri
    40 °
    Sat
    39 °
    Sun
    36 °
    Mon
    37 °
    Tue
    40 °

    ସମ୍ବନ୍ଧିତ