Monday, September 28, 2026
29.4 C
Odisha

    ସରକାର ଗଠନ ପାଇଁ ଦିବାସ୍ବପ୍ନ ଦେଖୁଛି ବିଜେପି: ସସ୍ମିତ ପାତ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟ ବିଜେପିକୁ ଟାର୍ଗେଟ କଲେ ସସ୍ମିତ ପାତ୍ର। ରାଜ୍ଯରେ ସରକାର ଗଠନ ପାଇଁ ଦିବାସ୍ବପ୍ନ ଦେଖୁଛି ବିଜେପି ବୋଲି ସେ କହିଛନ୍ତି। ଆହୁରି କହିଛନ୍ତି ଏହା ରାଜ୍ଯ ବିଜେପିର ଏକ ପୁରୁଣା ଅଭ୍ଯାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। ୨୦୧୪ ନିର୍ବାଚନରେ ବି ସେମାନେ ରାଜ୍ୟରେ ସରକାର ଗଠନ କରିବେ ବୋଲି ଦିବାସ୍ବପ୍ନ ଦେଖିଥିଲେ । ସେହିପରି ୨୦୧୯ରେ ମଧ୍ଯ ବିଜେପି ସରକାର ଗଠନ କରିବା ନେଇ ଦିବାସ୍ବପ୍ନ ଦେଖିଥିଲେ। ତେଣୁ ଏଥର ମଧ୍ଯ ଦିବାସ୍ବପ୍ନ ଦେଖିବା କିଛି ନୂଆ କଥା ନୁହେଁ । ବିଜେପି ଓ ଦଳର ନେତାଙ୍କ ଦିବାସ୍ବପ୍ନକୁ ଶୁଭେଚ୍ଛା ଜଣାଇବା ସହ ସେମାନେ ଏଥିରେ ଦକ୍ଷ ହେବା ଭଲ କଥା ବୋଲି କହି କଟାକ୍ଷ କରିଛନ୍ତି ସସ୍ମିତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ