Monday, March 16, 2026
26 C
Odisha

    କେନ୍ଦୁଝର: ବିଜେପିରେ ମିଶିଲେ ବିଜେଡି ନେତା

    ଆଗକୁ ପଢନ୍ତୁ

    କେନ୍ଦୁଝର: ବିଜେପିରେ ମିଶିଲେ ବିଜେଡି ନେତା। ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ନେତାମାନେ ହେଲେ ସଦର ବ୍ଲକ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାଏକ, ଉପାଧ୍ୟକ୍ଷ ଦିଲ୍ଲୀପ ବେହେରା,  ଆଦିବାସୀ ଉନ୍ନୟନ ପରିଷଦ ଅଧକ୍ଷା ଲକ୍ଷ୍ମୀ ନାଏକ, ବିଜେଡି ବରିଷ୍ଟ ନେତା ତଥା ବ୍ଲକ ଓ ଜ଼ିଲ୍ଲା ପରିଷଦ ଉପାଧ୍ୟାକ୍ଷା ଜଗନ୍ନାଥ ସିଂହ, ସମିତି ସଭ୍ୟ ମନୋଜ ନାୟକ ମମତା ବେହେରା, ପଟେଲ ପରିଡା, ସିଦ୍ଧାର୍ଥ ଶଙ୍କର ସାହୁ, ସରପଞ୍ଚ ଗୋବର୍ଦ୍ଧନ ସଞ୍ଜୟ ମୁଣ୍ଡା, ସଂକୀରି ସରପଞ୍ଚ ସଂଯୁକ୍ତା ନାୟକ, ଗୋପୀନାଥ ପୁର ସରପଞ୍ଚ ଚିନ୍ମୟ ନାଏକ, ରଘୁନାଥ ପୁର ସରପଞ୍ଚ ଗୌରୀ ନାଏକ ନରଣପୁର ସରପଞ୍ଚ, ପଦ୍ମପୁର ସରପଞ୍ଚ, ପଳାସ ପଙ୍ଗା ସରପଞ୍ଚ, ମଣ୍ଡୁଆ ସରପଞ୍ଚ କେତକୀ ନାଏକ ପ୍ରମୁଖ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26 ° C
    26 °
    26 °
    41 %
    2.1kmh
    98 %
    Sun
    26 °
    Mon
    37 °
    Tue
    38 °
    Wed
    37 °
    Thu
    36 °

    ସମ୍ବନ୍ଧିତ